Viral Video: ଚାଷ କରୁଥିବା କ୍ଷେତରେ ଖୁସିର ସହ ଖାଦ୍ୟ ଖାଉଛନ୍ତି ଚାଷୀ

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 12 Aug 2023-2:34 pm,

Viral Video: ସତରେ ଏମାନେ ହେଉଛନ୍ତି ପ୍ରକୃତ ମାଟିର ମଣିଷ । ଖରା, ବର୍ଷା, ଶୀତ, କାକରକୁ ଖାତିର ନକରି ଆମ ପେଟକୁ ଦାନା ଯୋଗାଇବା ପାଇଁ ଏମାନେ ଦିନ ରାତି ପରିଶ୍ରମ କରିଥାନ୍ତି । ଘରଠାରୁ ଅଧିକ ସମୟ ଏମାନେ କ୍ଷେତରେ କଟାଇଥାନ୍ତି । ସେଇଠି ଖାଇଥାନ୍ତି ସେଇଠି ବସି ନିଜ କ୍ଷେତକୁ ଜଗିଥାନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇ ବେଶ୍ ଲୋକପ୍ରିୟ ହୋଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link