Video: ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଫ୍ୟାସନ ଶୋ`, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 14 Oct 2023-7:45 pm,

Video: ଓଡ଼ିଶା ହ୍ୟାଣ୍ଡଲୁମର ପ୍ରଚାରପ୍ରସାର କରିବାରେ ନିଆରା ଭୂମିକା ନେଇଛନ୍ତି CHICVogueର ପ୍ରତିଷ୍ଠାତା ତଥା ଫ୍ୟାସନ ଡିଜାଇନର୍ ଦୀପିକା ଏବଂ କେ ଆଶିଷ କୁମାର । ଦେଶ ବିଦେଶର ଅନେକ ସ୍ଥାନରେ ସେ ଓଡ଼ିଆ ପାରମ୍ପାରିକ ବିଷୟବସ୍ତୁକୁ ପ୍ରଦର୍ଶନ କରିବା ସହ ଅନେକ ପୁରସ୍କାର ପାଇଛନ୍ତି । ଶୁକ୍ରବାର କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ ଫ୍ୟାସନ ଶୋରେ ମଧ୍ୟ ଦେଖିବାକୁ ମିଳିଥିଲା ଉଭୟଙ୍କ ଜଲୱା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link