Video: ମନରେ ନାହିଁ ଭୟ, ଟ୍ରାକ୍ଟର ସାମ୍ନାରେ ଅଭିନେତ୍ରୀ କଲେ ଏହି କାରନାମା

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 31 Aug 2024-10:28 pm,

Video: ଓଡ଼ିଆ ଅଭିନେତ୍ରୀ ଜାସ୍ମିନ ରଥ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ଅଭିନେତ୍ରୀ ଚଳନ୍ତା ଟ୍ରାକ୍ଟର ସିଟ୍ ନୁହେଁ ବରଂ ଟ୍ରାକ୍ଟର ସାମ୍ନାରେ ଥିବା ଲୁହା ରଡରେ ବସି ଗୋଟିଏ ସ୍ଥାନରୁ ଅନ୍ୟନ୍ତ ସ୍ଥାନାନ୍ତର ହେଉଛନ୍ତି । ଏହି ଦୃଶ୍ୟଟି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ଅଭିନେତ୍ରୀଙ୍କ ଫ୍ୟାନ୍ସ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link