Animal Fight Video: ସାପ ଓ ନେଉଳ ମଧ୍ୟରେ `ମହାସଂଗ୍ରାମ`, ଆପଣଙ୍କ ହୋସ ଉଡାଇଦେବ ଏହି ଭିଡିଓ

Jagdish Barik Tue, 11 Jul 2023-11:56 pm,

Snake Mongoose Fight Video: ସାପ ଓ ନେଉଳ ପରସ୍ପର ପାଇଁ କେତେ ବଡ଼ ଶତ୍ରୁ ତାହା ଆପଣ ନିଶ୍ଚୟ ଜାଣିଥିବେ । ଯେଉଁଠାରେ ଏହି ଦୁଇଜଣ ଏକାଠି ନଜର ଆସନ୍ତି, ସେତେବେଳଏ ସର୍ବଦା ଲଢ଼େଇ କରନ୍ତି ଓ ପରସ୍ପରକୁ ମାରିବାକୁ ଚେଷ୍ଟା କରନ୍ତି । ବର୍ତ୍ତମାନ ସେମାନଙ୍କ ଏକ 'ମହାସଂଗ୍ରାମ'ର ଏକ ଚମତ୍କାର ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link