Paradeep news: ପାରାଦୀପ ସମୁଦ୍ର ଆଙ୍କରେଜ ଇଲାକାରେ ଫିଲିପାଇନ୍ସ ନାଗରିକଙ୍କ ମୃତ୍ୟୁ

ପ୍ରିୟମ୍ବଦା ରଣା Thu, 23 May 2024-3:31 pm,

Odisha News: ପାରାଦୀପ ସମୁଦ୍ର ଆଙ୍କରେଜ ଇଲାକାରେ ଫିଲିପାଇନ୍ସ ନାଗରିକଙ୍କ ମୃତ୍ୟୁ ।ଆଙ୍କରେଜରେ ବନ୍ଦରକୁ ଆସିବାକୁ ଅପେକ୍ଷାରେ ଥିବା ''ୟୁକା'' ଡି ଭେସେଲ ନାମକ ପଣ୍ୟବାହୀ ଜାହାଜ ରେ ସେ କ୍ରିୟୁ ମେମ୍ବର ଥିଲେ। ତାଙ୍କ ନାମ ହେଉଛି ''କ୍ୟୁରିୟୋ ଏରାଲ୍ ୱିଲଲେହାମ୍ ଆଜାରକନ୍'' ବୋଲି ଜଣାପଡିଛି। ତାଙ୍କର ମୃତ୍ୟୁ କିଭଳି ହେଲା ସେନେଇ ଚିତ୍ର ସ୍ପଷ୍ଟ ହୋଇନଥିବା ବେଳେ ଏହା ଦୁର୍ଘଟଣା ଜନିତ ମୃତ୍ୟୁ କିମ୍ବା ଆଉ କିଛି ତାକୁ ନେଇ ନାନା ଆଲୋଚନା ସୃଷ୍ଟି ହେଉଛି। ଏନେଇ ଖବର ପାଇ ପାରାଦୀପ ମେରାଇନ୍ ପୋଲିସ ଘଟଣାର ତଦନ୍ତ କରିବା ସହ ତାଙ୍କୁ ଆଙ୍କରେଜ୍ରୁ ବନ୍ଦର ବୋଟ୍ ମାଧ୍ୟମରେ କୂଳକୁ ଅଣାଯାଇ ବନ୍ଦର ଚିକିତ୍ସାଳୟକୁ ଅଣାଯାଇ ଯାଇଥିବା ଜଣାପଡିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link