Anugul Puri Station: ଅନୁଗୁଳ-ପୁରୀ ଫାଷ୍ଟ ପାସେଞ୍ଜର ଟ୍ରେନରେ ଅଗ୍ନିକାଣ୍ଡ,ବ୍ରେକ୍ ବାଇଣ୍ଡିଂ ଘସିହୋଇ ଅଗ୍ନିକାଣ୍ଡ

Sat, 27 Jul 2024-1:26 pm,

Angul-puri fast passenger train ରେ ଅଗ୍ନିକାଣ୍ଡ,ବ୍ରେକ୍ ବାଇଣ୍ଡିଂ ଘସିହୋଇ ଅଗ୍ନିକାଣ୍ଡ, , ପୁରୀ ଷ୍ଟେସନରେ ପହଞ୍ଚବା ପୂର୍ବରୁ ନିଆଁକୁ ଆୟତ୍ତ କଲେ କର୍ମଚାରୀ,ତଦନ୍ତ ଆରମ୍ଭ କଲେ ବୈଷୟୀକ ଟିମ୍, ନିଆଁ, ଟେକ୍ସନ ମଟରରୁ ସଟସର୍କିଟ ହୋଇ ନିଆଁ ଲାଗିଥିଲା, ପୁରୀରେ ପହଞ୍ଚିବା ପରେ ନିୟନ୍ତ୍ରଣ କରାଯାଇଥିଲା। ତେବେ ଏକ ବଡଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ,,, ମାଳତୀପାଟପୁର ଷ୍ଟେସନ ନିକଟରେ ଲାଗିଥିଲା ନିଆଁ, ଟ୍ରେନ ଚାଲୁଥିବା ସମୟରେ ଟ୍ରେନପଛ ପାଖ ଈଞ୍ଜୀନରୁ ନିଆଁ ଓ ଧୁଆ ବାହାରୁଥିବା କିଛି ଲୋକ ଦେଖି ଥିଲେ, ପୁରୀରେ ଟ୍ରେନ ପହଞ୍ଚିବା ପରେ ଯାତ୍ରୀ ମାନେ ଓହ୍ଲାଇ ପଡିଥିଲେ। ବୈଷୟିକ ଟିମ୍ ଯାଞ୍ଚ କରିବା ସହ ନିଆକୁ ନିୟନ୍ତ୍ରଣ କରାଯାଇଥିବା ଜଣାପଡିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link