AC Train Fire: ଥ୍ରୀଟାୟାର ଏସି କୋଚ୍ ମରାମତି ବେଳେ ଅଗ୍ନିକାଣ୍ଡ, ନିଆଁ ଲିଭା ଉଦ୍ୟମ ଜାରି
ରଶ୍ମିତା ସାହୁ Tue, 14 Nov 2023-7:52 pm,
ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଥିବା ଟ୍ରେନର ଏକ ବଗିରେ ନିଆଁ ଲାଗିଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଅବଶ୍ୟ ଲିଭାଇବାରେ ସକ୍ଷମ ହୋଇଥିବା ସୂଚନା ରହିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁକୁ ଆୟତ୍ତ କରାଯାଇଛି। ତଦନ୍ତ ପାଇଁ ରେଳବାଇ ଟିମ ଖୋର୍ଦ୍ଧାରୁ ଆସୁଥିବା ଜଣାଯାଇଛି।