Cuttack Fire: କଟକ ଚୌଧୁରୀବଜାର ସ୍ଥିତ ଏକ ଶାଢୀ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ରଶ୍ମିତା ସାହୁ Fri, 29 Sep 2023-1:39 pm,

କଟକ ଚୌଧୁରୀ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ । ୩ ଙ୍ଘଟାରୁ ଅଧିକ ହେବ ହୁତୁହୁତୁ ହୋଇ ଜଳୁଛି ଲୁଗା ଦୋକାନ । ସକାଳେ ତଳ ମହଲା ଲୁଗା ଦୋକାନରେ ନିଆଁ ଲାଗିଥିଲା । ପରେ ଏହା ଉପର ମହଲାକୁ ବ୍ୟାପି ଯାଇଥିଲା । ନିଆଁର ମାତ୍ରା ଏତେ ଅଧିକ ରହିଛି ଯେ, ଅଞ୍ଚଳ ପୁରା ଧୂଆଁ ମୟ ହୋଇଯାଇଛି । ସର୍ଟ ସକିଟରୁ ନିଆଁ ଲାଗିଥିବା ସୂଚନା ରହିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link