Chandrayaan 3 Landing Video: ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରିବାର ପ୍ରଥମ ଭିଡିଓ, ଆପଣ ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ

Jagdish Barik Wed, 23 Aug 2023-7:39 pm,

Chandrayaan 3 Landing Video: ଚନ୍ଦ୍ରଯାନ-୩ ସଫଳତାର ସହିତ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିଛି । ଲ୍ୟାଣ୍ଡିଂର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହା ସହ ଭାରତ ଚନ୍ଦ୍ରରେ ପତାକା ଉତ୍ତୋଳନ କରିଥିବା ଦେଶ ତାଲିକାରେ ଯୋଗ ଦେଇଛି । ଭାରତ ପୂର୍ବରୁ କେବଳ ଆମେରିକା, ଋଷ ଓ ଚୀନ୍ ସଫଳତାର ସହିତ ସେମାନଙ୍କର ମହାକାଶଯାନକୁ ଚନ୍ଦ୍ରକୁ ପଠାଇଛନ୍ତି । ଆପଣ ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link