Chandrayaan-3: ମଝି ଆକାଶରୁ ଚନ୍ଦ୍ରଯାନ-3ର ଉତକ୍ଷେପଣ ଭିଡିଓ ସୁଟ୍ କଲେ ବିମାନ ଯାତ୍ରୀ

Sat, 15 Jul 2023-7:06 pm,

Flight Passenger captures chandrayaan 3 launch Video In mid air । ଚନ୍ଦ୍ରଯାନ 3 ର ଯାତ୍ରା ଗତକାଲିରୁ ହୋଇସାରିଛି। ତେବେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଚେନ୍ନାଇରୁ ଢାକା ବିମାନ ଉଡ଼ାଣର କିଛି ସମୟ ପରେ ଏହି ଭିଡିଓଟି ସୁଟ୍ କରାଯାଇଛି। ଇଣ୍ଡିଗୋ ବିମାନ ଯାତ୍ରୀ ଚନ୍ଦ୍ରଯାନ 3ର ସଫଳ ଉତକ୍ଷେପଣର ଏକ ଭିଡିଓ ସେୟାର କରିଥିଲେ। ମଝି ଆକାଶରେ ଚନ୍ଦ୍ରଯାନ 3ର ଏହି ଭିଡିଓ ଏବେ ନିଆଁ ପରି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link