Flood in Paradeep: ଜଗତସିଂହପୁର ଜିଲ୍ଲା ଭଣ୍ଡିସାହିର ଦୁଃଖ ପାଲଟିଛି ଦେବୀ ନଦୀ, ଦେଖନ୍ତୁ ଏହି ଭିଡିଓ..

ପ୍ରିୟମ୍ବଦା ରଣା Wed, 24 Jul 2024-12:59 pm,

Flood in Paradeep: ଜଗତସିଂହପୁର ଓ ପୁରୀ ଜିଲ୍ଲାର ସୀମାନ୍ତ ଭଣ୍ଡିସାହି ନିକଟରେ ବହି ଯାଇଛି ଦେବୀ ନଦୀ। ଏବେ ଏହି ନଦୀ କୁଳ ଲଂଘୁ ଥିବାରୁ ନଦୀ ଆସି ବନ୍ଧ କଡ଼କୁ ଲାଗିଛି, ଏହାକୁ ନେଇ ନଦୀ ନିକଟବର୍ତ୍ତୀ ୨୦ ଟି ରୁ ଉର୍ଦ୍ଧ ଗାଁର ଲୋକେ ଭୟ ଓ ଆଶଙ୍କା ଭିତରେ ରହିଛନ୍ତି । ଏ ହେଉଛି ଭଣ୍ଡି ସାହି ନିକଟରେ ଦେବୀ ନଦୀର ଦୃଶ୍ୟ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link