Flood Video: ବନ୍ୟାରେ ଭାସିଗଲା ଆଧୁନିକତାର କାରୁକାର୍ଯ୍ୟ! କିନ୍ତୁ ଚଟାଣ ପରି ଏବେବି ଠିଆ ହୋଇଛି ଏହି ପୁରାତନ ମନ୍ଦିର

ଜୀ ଓଡ଼ିଶା ଡେସ୍କ Thu, 13 Jul 2023-7:04 pm,

Himachal Pradesh flood Video: ଶତାବ୍ଦୀ ପୁରୁଣା ପଞ୍ଚଭକ୍ତ ମନ୍ଦିର ଅତ୍ୟଧିକ ବନ୍ୟାରେ ଦୃଢ ଭାବରେ ଠିଆ ହୋଇଛି, କିନ୍ତୁ ଆଧୁନିକ ଜ୍ଞାନ କୌଶଳରେ ତିଆରି  ଘର, ପୋଲ, ଗାଡି ସବୁକିଛି ଭାସି ଯାଇଛି । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link