Potato Crisis: ଆଉ ସମସ୍ୟା ହେବନି, ପଶ୍ଚିମବଙ୍ଗରୁ ଖୁବଶୀଘ୍ର ଓଡ଼ିଶା ଆସିବ ଆଳୁ

Sat, 27 Jul 2024-2:26 pm,

ପଶ୍ଚିମବଙ୍ଗରୁ ଆସୁଥିବା ଗାଡ଼ିକୁ ପ୍ରଶାସନ ଅଟକାଉଥିବା ବେଳେ ଚେକ ଗେଟ ନିକଟରେ ଜଗିରହିଛି ପଶ୍ଚିମବଙ୍ଗ ପୋଲିସ। ଏବଂ ଆଳୁ ବୋଝେଇ ଟ୍ରକକୁ ପଶ୍ଚିମବଙ୍ଗରୁ ଛାଡ଼ିବା ପାଇଁ ସୀମାରେ ଜଗିରହିଥିବା ପୋଲିସ ଟ୍ରକ ଛାଡ଼ିବା ପାଇଁ ଗୋଟିଏ ଟ୍ରକ ପିଛା ୨୦ହଜାର ଟଙ୍କା ଲାଞ୍ଚ ନେଇଥିବା ଟ୍ରକ ଡ୍ରାଇଭର କହିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link