Video: `ସୂର୍ଯ୍ୟ ପାତ୍ର ଅମର ରହେ` ଶବ୍ଦରେ ପ୍ରକମ୍ପିତ ହୋଇଥିଲା ଗଞ୍ଜାମ

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 03 Sep 2023-9:18 pm,

Video: ଓଡ଼ିଶା ରଜନୀତିର ବରିଷ୍ଠ ରାଜନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ ପରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଆଜି ଜନ୍ମମାଟିରେ ଶେଷକୃତ୍ୟ ପୂର୍ବରୁ ହଜାର ହଜାର ଲୋକ ଏକତ୍ରିତ ହେବା ସହିତ ମାଟିର ପୁଅକୁ ବିଦାୟ ଦେଇଥିଲେ । ଦେଖନ୍ତୁ ସେହି ସମୟର କିଛି ଦୃଶ୍ୟ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link