Cuttack Road Accident: କଟକ ତିଗିରିଆରେ କାନ୍ଥକୁ ଧକ୍କା ଦେଲା କାର୍, ଘଟଣାସ୍ଥଳରେ ୪ ସାଙ୍ଗଙ୍କ ମୃତ୍ୟୁ

Sat, 03 Feb 2024-3:13 pm,

ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। ଘଟିଗଲା ଭୟଙ୍କର ଦୁର୍ଘଟଣା (Road Accident)। ଏକା ସାଙ୍ଗରେ ଆଖି ବୁଜିଲେ ୪ ସାଙ୍ଗ। କଟକ ଜିଲ୍ଲା ତିଗିରିଆ ଥାନା ଗଦାଧପୁର ଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ୟ ହରାଇ ଘରର କାନ୍ଥକୁ ଧକ୍କା ଦେଇଥିବାରୁ ଏହି ଛାତିଥରା ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ ହୋଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link