Dharmendra Pradhan: ୨୦୨୫ ମସିହାରୁ ବୋର୍ଡ ପିଲାଙ୍କୁ ମିଳିବ ରେଜଲ୍ଟ ର ଦୁଇଟି ସୁଯୋଗ

Sun, 21 Jan 2024-6:52 pm,

୨୦୨୫ ମସିହାରୁ ବୋର୍ଡ ପିଲାଙ୍କୁ ମିଳିବ ରେଜଲ୍ଟ ର ଦୁଇଟି ସୁଯୋଗ | ଯେଉଁଥିରେ ଅଧିକ ନମ୍ବର ରହିବ ସେଇଟା କାଉଣ୍ଟ ହେବ ବୋଲି ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ପିଲାଙ୍କୁ ବୋର୍ଡ ପରୀକ୍ଷା ସହ jee neet ପାଇଁ ମଧ୍ୟ ପ୍ରସ୍ତୁତ ହୋଇ ପରୀକ୍ଷା ଦେବାକୁ ପଡୁଥିଲା |ସେଥିପାଇଁ ପିଲା ମାନେ ଚାପଗ୍ରସ୍ତ ହେଉଥିଲେ |ସେଥିପାଇଁ ସେମାନଙ୍କର ପରୀକ୍ଷା ର ଭଲ ମାର୍କ ଆସିବାରେ ଅସୁବିଧା ହେଉଥିଲ |ସେଥିପାଇଁ ଆସନ୍ତା ୨୦୨୫ ମସିହାରୁ ଶିକ୍ଷା ବ୍ୟବସ୍ଥା ରେ ଏହା ଲାଗୁ କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link