Sonakshi Iqbal Wedding: ସୋନାକ୍ଷୀ-ଇକବାଲଙ୍କ ବିବାହରେ ସେଲିବ୍ରିଟିଙ୍କ ଭିଡ଼

Mon, 24 Jun 2024-4:39 pm,

ଜହିର ଇକବାଲ ଏବଂ ସୋନାକ୍ଷୀ ସିହ୍ନା ବିଦ୍ଧିବଦ୍ଧ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଦମ୍ପତିଙ୍କ ବିବାହ ଫଟୋ ଆସିବା ଉପରେ ସମସ୍ତଙ୍କ ନଜର ଥିଲା। କିନ୍ତୁ ବର୍ତ୍ତମାନ ଏହି ଅପେକ୍ଷାର ଅନ୍ତ ହୋଇଛି । ଜାହିର ଏବଂ ସୋନାକ୍ଷୀଙ୍କ ବିବାହ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଲକ୍ଷ ଲକ୍ଷ ପ୍ରଶଂସକମାନେ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇବା ସହ ଭଲପାଇବା ଅଜାଡି ଦେଇଛନ୍ତି । ଫଟୋ ଗୁଡିକରେ ହାର୍ଟ ଇମୋଜି ଦେବା ସହିତ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link