Delhi Flood: ଘରେ ଘରେ ପଶିଲା ଯମୁନା ପାଣି, ସ୍ଥିତି ପରଖିଲା ଜୀ ମିଡିଆ

Fri, 14 Jul 2023-8:52 pm,

From Rajghat To supreme court Severe flood Situation in Delhi, Ground Zero Report By Zee Media। ଦିଲ୍ଲୀର ତଳିଆ ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଥିବା ବେଳେ ରାଜରାସ୍ତାରେ ଢେଉ ଭାଙ୍ଗୁଛି ବନ୍ୟାପାଣି । ବନ୍ୟା ଯୋଗୁ ଦିଲ୍ଲୀର ତିନିଟି ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବନ୍ଦ । ଫଳରେ ସହରବାସୀଙ୍କୁ ପାନୀୟ ଜଳ ସଙ୍କଟର ସାମ୍ନା କରିବାକୁ ପଡ଼ିପାରେ । ତେବେ ଏକ ନ୍ୟୁଜ ସଂସ୍ଥା ଡ୍ରୋନ ଭିଡିଓ ସେୟାର କରିଛି । ଏଥିରେ ଦୃଶ୍ୟମାନ ହେଉଛି ନୋଏଡା ସହରରେ କିପରି ବନ୍ୟାଜଳ ପ୍ରବେଶ କରିଛି

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link