Gajapati Crime: ମଦ ପିଇ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

ପ୍ରିୟମ୍ବଦା ରଣା Thu, 24 Aug 2023-3:31 pm,

Gajapati Crime: ମଦ ନେଲା ଜୀବନ, ମଦ ପିଇ ସ୍ତ୍ରୀକୁ ମାରିଦେଲା ସ୍ୱାମୀ।Drunkard Husband kill Wife ମହିଳାର ଅଚାନକ ମୃତ୍ୟୁ ର ରହସ୍ୟ ଖୋଲିଛି ପୋଲିସ୍ । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରାଣୀଖମା ଗାଁର ହାଡୁ ମଳିକ ନିଜ ସ୍ତ୍ରୀ ଶରୁଗଳା ମଳିକ(୩୫) ଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରିଛି l ଏନେଇ ମୃତକଙ୍କ ଭାଇ ସୁରେନ୍ଦ୍ର ମଳିକ ମୋହନା ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ କରୁଛି l

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link