Srimandira: ଶ୍ରୀମନ୍ଦିର ଭିତରେ ଭକ୍ତଙ୍କୁ ଲୁଟୁଥିବା ବେଳେ ଧରା ପଡ଼ିଲେ ଲୁଟେରା ଗ୍ୟାଙ୍ଗ୍, ଦେଖନ୍ତୁ ଏହି ଭିଡିଓ...

ପ୍ରିୟମ୍ବଦା ରଣା Dec 15, 2024, 17:54 PM IST

Lootera arrest: ପୁରୀ ପୋଲିସର ବଡ ସଫଳତା। ସିସିଟିଭି ଧରାଇଲା ଲୁଟେରା ଗ୍ୟାଙ୍ଗ୍। ୭ ଜଣ ଆନ୍ତରାଜ୍ୟ ଲୁଟେରାଙ୍କୁ ଧରିଲା ସିଂହଦ୍ବାର ଥାନା ପୋଲିସ। ଭିଡର ସୁଯୋଗ ନେଇ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କୁ କରୁଥିଲେ ଲୁଟ୍। ସମସ୍ତ ଲୁଟେରା ପଶ୍ଚିମବଙ୍ଗର ସୂଚନା। ଲୁଟେରାଙ୍କ ମଧ୍ୟରେ ୪ ଜଣ ମହିଳା ଓ ୩ ଜଣ ପୁରୁଷ। ଗତକାଲି ଜଣେ ଭକ୍ତଙ୍କ ଠାରୁ ଟଙ୍କା ଓ ବେକରୁ ସୁନାଚେନ୍ ଛିନତାଇ କରିଥିଲେ ଲୁଟେରା। ସୁନାଚେନ୍ ସମେତ ୪୦୦୦ ଟଙ୍କା,,୪ଟି ମୋବାଇଲ ଫୋନ୍ ଓ ଗୋଟିଏ ଚାରିଚକିଆ ଯାନ ଜବତ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link