ଡ୍ରେନରେ ଗଳିପଡିଲା କୁନି ଝିଅ, ନଦେଖିଲା ପରି ଚାଲିଗଲେ ଯୁବକ, ବଞ୍ଚାଇଲେ ଦେବଦୂତ !

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 08 Sep 2024-10:14 pm,

Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି । ଏକ ଦୋକାନ ନିକଟରେ ଲାଗିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, ଜଣେ ଝିଅ ରାସ୍ତା କଡର ଏକ ଡ୍ରେନରେ ଗଳିପଡିଥିଲା । ଡ୍ରେନରେ ପାଣି ଥିବା କାରଣରୁ ଝିଅଟି ବିପଦରେ ପଡିଥିଲା । ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ବାଇକ ଧରି ଘଟଣାସ୍ଥଳରୁ ଖସି ଯାଇଥିଲେ । କିନ୍ତୁ ସେହି ସମୟରେ ଦେବଦୂତ ସାଜି ଅନ୍ୟଜଣେ ବ୍ୟକ୍ତି ଝିଅଟିକୁ ଉଦ୍ଧାର କରିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link