Viral Dance Video: ତମନ୍ନାଙ୍କୁ ଯୁବତୀଙ୍କ ଡ୍ୟାନ୍ସ ଚ୍ୟାଲେଞ୍ଜ, ଫ୍ୟାନ୍ସ କହିଲେ ପଛରେ ପଡ଼ିଯିବେ ଅଭିନେତ୍ରୀ

Sat, 22 Jul 2023-1:05 pm,

Girl Recreats Jailer Film Song Kaavaalaa Perfectly, See This Amazing Dance Video । ରଜନୀକାନ୍ତ ଓ ତମ୍ମନା ଭାଟ୍ଟିଆଙ୍କ ଅଭିନୀତ ଫିଲ୍ମ ଜେଲର ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମର ଏକ ଗୀତ ନୁ କାଭଲା ଗୀତ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଏହି ଗୀତରେ ତମ୍ମନାଙ୍କ ଡ୍ୟାନ୍ସ ଓ ଗେଟଅପକୁ ନେଇ ବେଶ ଚର୍ଚ୍ଚା ଲାଗିରହିଛି। ଏହାରି ମଧ୍ୟରେ ଜଣେ ଯୁବତୀ ଯିଏ କି ମିସେସ୍ କେରଳ ଭାବେ ପରିଚିତ ସିଏ ଏହି ଗୀତର ରିକ୍ରିଏସନ କରିଛନ୍ତି। ଏହି ଭିଡିଓକୁ ସେ ନିଜ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି । ଯାହାକୁ ନେଇ ୟୁଜର୍ସ ମାନେ କହିଛନ୍ତି 'ତମ୍ମନା ତମ ଆଗେ ଫିକା ପଡ଼ିଯିବେ'।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link