Video: ଅଭିନେତ୍ରୀ ପିହୁ ମହାପାତ୍ରଙ୍କ ନିଆରା ବେଶ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 08 Sep 2024-5:41 pm,

Video: ଓଡ଼ିଆ ସିରିଏଲରେ ପିହୁ ମହାପାତ୍ରଙ୍କ ଅଭିନୟ ଆପଣ ଦେଖିଥିବେ । ପିହୁଙ୍କ ଅଭିନୟ ଖୁବ ଦମଦାର ହେବା କାରଣରୁ ଲୋକମାନେ ତାଙ୍କୁ ଖୁବ ପସନ୍ଦ କରିଥାନ୍ତି । ଅନେକ ସମୟରେ ପିହୁ ସୋସିଆଲ ମିଡିଆ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ଚେଷ୍ଟା କରିଥାନ୍ତି । ପିହୁ ବିଭିନ୍ନ ରିଲ୍ସ ପ୍ରସ୍ତୁତ କରିଥାନ୍ତି ଦର୍ଶକଙ୍କ ପାଇଁ । ପବିତ୍ର ଗଣେଶ ପୂଜା ଅବସରରେ ପିହୁ ଏକ ସୁନ୍ଦର ଭିଡିଓ ଅପଲୋଡ କରିଛନ୍ତି ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link