Viral Video: ତାଲ୍ ପେ ତାଲ୍ ମିଶାଇ ଶିକ୍ଷକଙ୍କ ସହ ନାଚିଲେ ଛାତ୍ରୀ, ଦେଖନ୍ତୁ ଏହି ସୁନ୍ଦର ଭିଡି଼ଓ

ଜୀ ଓଡ଼ିଶା ଡେସ୍କ Fri, 25 Aug 2023-4:02 pm,

Viral Video: ଶିକ୍ଷକଙ୍କ ସହ ତାଲ୍ ପେ ତାଲ୍  ମିଲା ଗୀତରେ  ଧମାକାଦାର ଡାନ୍ସ କଲେ ଛାତ୍ରୀ । ଶିକ୍ଷକଙ୍କ ଡାନ୍ସ ଦେଖିଲେ ଲାଗୁଛି ତାଙ୍କ ଆଗରେ କୋରିଓଗ୍ରାଫର ବି ଫେଲ ମାରିଯିବ । କାହିଁକିନା ଶିକ୍ଷକଙ୍କ ଏହି ଡାନ୍ସ ଆପଣଙ୍କ ବି ଦେଖିଲେ ନିଜକୁ ସମ୍ଭାଳି ପାରିବେନି । ଆଉ ନାଚିବା ପାଇଁ ଆପଣଙ୍କ ପାଦ ଉଠିବ। ୟୁପିର ଏକ ସରକାରୀ ସ୍କୁଲ ଶିକ୍ଷକ ଓ  ଛାତ୍ରୀଙ୍କର ଡାନ୍ସ ଭିଡିଓ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି।    

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link