Odisha News: ଜମିବାଡ଼ି ବିବାଦକୁ କେନ୍ଦ୍ର କାରି ଗୋଷ୍ଠୀ ସଂଘର୍ଷ, ଦେଖନ୍ତୁ ଏହି ଭିଡିଓ..

ପ୍ରିୟମ୍ବଦା ରଣା Wed, 26 Jun 2024-5:59 pm,

Odisha News: ଧାମନଗର ଥାନା ଅଧିନସ୍ଥ ଜଳ ମଣ୍ଡୁଆ ପଂଚାୟତ ର ପଦୀ ନାରାୟଣ ପୁର ଗାଁ ରେ ଜମିବାଡ଼ି ବିବାଦକୁ କେନ୍ଦ୍ର କାରି ଗୋଷ୍ଠୀ ସଂଘର୍ଷ. ଉଭୟ ପଟ ରୁ 6 ଜଣ ଗୁରୁତର. ଧାମନଗର ଡାକ୍ତରଖାନା ରେ ଭର୍ତି. ଗ୍ରାମବାସୀ ଙ୍କ ଦ୍ୱାରା ଦୁଇ ଜଣ ବାହାର ଗାଁ ର ଆକ୍ରମଣ କାରି ଅଟକ. ଗ୍ରାମରେ ଉତ୍ତେଜନା.ଘଟଣା ସ୍ଥଳରେ ଧାମନଗର ପୋଲିସ ପହଂଚି ଗ୍ରାମବାସୀ ଙ୍କ ଦ୍ୱାରା ଅଟକ ବେକ୍ତି ଙ୍କୁ ଥାନାଉ ଆଣି ଅଟକ ରଖି ପଚରା ଉଚରା କରୁଛି.

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link