Video: ମୁଣ୍ଡରୁ ରୁପି ଛଡାଇବେ କିପରି ? ଦେଖନ୍ତୁ ଭାଇରାଲ୍ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 20 Oct 2024-5:29 pm,

Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବକଙ୍କ ମୁଣ୍ଡରେ ରୁପି ହେଉଥିବା କାରଣରୁ ସେ ସମସ୍ୟାରେ ପଡିଥିଲେ । କିନ୍ତୁ ପାର୍ଲରରେ ପହଞ୍ଚିବା ପରେ କିଛି ପ୍ରତିକାର କରାଯାଇଛି । କିନ୍ତୁ ଆପଣଙ୍କୁ କହିରଖୁଛୁ ଭିଡିଓର ସତ୍ୟତା କେତେ ତାହା ଯାଞ୍ଚ ହୋଇନାହିଁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link