Video: ଦିବ୍ୟାଙ୍ଗ ଯୁବକଙ୍କ ଫିଟନେସ୍ ଫର୍ମୁଲା, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 03 Sep 2023-11:00 pm,

Video: କଥାରେ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏକଥାକୁ ପ୍ରମାଣିତ କରିଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ । ସେ ଜିମରେ ବ୍ୟାୟାମ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଯୁବକଙ୍କୁ ଖୁବ୍ ପ୍ରଶଂସା କରୁଥିବା କମେଣ୍ଟ ବକ୍ସରେ ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link