Odisha News: ଏକ କ୍ଲିନିକରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ଦେଖନ୍ତୁ ଏହି ଭିଡିଓ..

ପ୍ରିୟମ୍ବଦା ରଣା Tue, 30 Jan 2024-1:51 pm,

ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ ଏକ କ୍ଲିନିକରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର । ଯୁବତୀ ଜଣକ ସେହି କ୍ଲିନିକରେ କାର୍ଯ୍ୟ କରୁଥିଲେ । ପ୍ରେମ ବ୍ୟାପରକୁ କେନ୍ଦ୍ରକରି ଏଭଳି ହୋଇଥିବା ସନ୍ଦେହ ସୂଚନା । ଯୁବତୀଙ୍କ ଘର ଗଡ଼ିଶା ଗଦା ଥାନା ଅଧିନ ସୁନାଖଳାରେ । ପୋଲିସ ତଦନ୍ତ ଜାରି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link