Shimla Shiv Mandir collapses: ଶ୍ରାବଣ ମାସ ସୋମବାରରେ ଅଘଟଣ, ଭୂସ୍ଖଳନରେ ଦବିଗଲା ଶିବ ମନ୍ଦିର

Mon, 14 Aug 2023-3:52 pm,

ହିମାଚଳ ପ୍ରଦେଶର ଶିମଲାର ଭୟଙ୍କର ଅଘଟଣ । ପ୍ରବଳ ବର୍ଷା ପରେ ହେଲା ଭୂସ୍ଖଳନ । ଏହି ଭୟଙ୍କର ଭୂସ୍ଖଳନରେ ସେଠାକାର ଏକ ମନ୍ଦିର ଭୁଶୁଡି ପଡିଛି । ଯାହା ଫଳରେ ୫୦ରୁ ଅଧିକ ଲୋକ ଏହା ଭିତରେ ଚାପି ହେଇ ରହିଥିବା ଖବର ମିଳିଛି । ଭୂସ୍ଖଳନ ପରେ ସେଠାରେ ବର୍ତ୍ତମାନ ରେସ୍କ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛି । କୁହାଯାଉଛି ଶ୍ରାବଣ ସୋମବାର ପାଇଁ ଶିବ ମନ୍ଦିରରେ ଭିଡ ଥିଲା । ଏହି ସମୟରେ ଭୂସ୍ଖଳନ ହେବାରୁ ଭକ୍ତମାନେ ମାଟି ତଳେ ଚାପି ହେଇଯାଇଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link