Hirakud Dam: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ଦୁଇଟି ଗେଟ, ଦେଖନ୍ତୁ ଏହି ଭିଡିଓ

ପ୍ରିୟମ୍ବଦା ରଣା Thu, 01 Aug 2024-2:22 pm,

Hirakud Dam: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାର ର ଆଉ ଦୁଇ ଗେଟ। ଏବେ ୧୨ ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ। ବାମପଟର ୮ ଟି ଗେଟ ଖୋଲା ରହିଥିବା ବେଳେ ଡାହାଣ ପଟର ଚାରିଟି ଗେଟ ଖୋଲା ରହିଛି। ଏବେ ହୀରାକୁଦ ଜଳଭଣ୍ଡାର ରେ ୬୦୮.୯୭ ଫୁଟ ଜଳ ରହିଛି। ସକାଳ ନଅ ଟା ସୁଦ୍ଧା ଜଳଭଣ୍ଡାର କୁ ଉପର ମୁଣ୍ଡ ରୁ ୧ ଲକ୍ଷ ୩୬ ହଜାର ୮୯୪ କିଉସେକ ଜଳ ପ୍ରବେଶ କରୁଥିବା ବେଳେ ତଳ ମୁଣ୍ଡ ରୁ ଦୁଇ ଲକ୍ଷ ୪୫ ହଜାର ୭୭୪ କିଉସେକ ଜଳ ନିଷ୍କାସନ କରାଯାଉଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link