Hirakud Gate: ବର୍ତ୍ତମାନ ୧୭ ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ

Sat, 05 Aug 2023-1:56 pm,

Hirakud Dam Gate to open More 5 gates to release flood waters । ଖୋଲିଲା ଆଉ ପାଞ୍ଚ ଟି ଗେଟ| ଏଵେ ସର୍ବମୋଟ 17 ଟି ଗେଟ ଦେଇ ହେଉଛି ହୀରାକୁଦ ଜଳଭଣ୍ଡାର ରୁ ଜଳ ନିଷ୍କାସନ |ଜଳଭଣ୍ଡାର ରେ ଜଳ ବୃଦ୍ଧି କାରଣରୁ ଆହୁରି ଗେଟ ଖୋଲାଯାଇଛି |ଯଦି ଆବଶ୍ୟକ ହୁଏ ତାହେଲେ ଆହୁରି ଗେଟ ଖୋଲିବାର ସମ୍ଭାବନା ରହିଛି |ବର୍ତମାନ ହୀରାକୁଦ କୁ ଉପର ମୁଣ୍ଡରୁ ଚାରି ଲକ୍ଷ 88 ହଜାର 735 କିଉଷେକ ଜଳ ପ୍ରବେଶ କରୁଛି |ସକାଳ 9 ଟା ସୁଦ୍ଧା ହୀରାକୁଦ ର ଜଳସ୍ତର 620.41 ଫୁଟ ରହିଛି |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link