Hirakud Dam: ଖୋଲିଲା ହୀରାକୁଦର ୫ ଟି ଗେଟ୍, ଶୁଣନ୍ତୁ କଣ କହୁଛନ୍ତି ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ

Sun, 23 Jul 2023-1:48 pm,

Hirakud Dam Releases Season's First Floodwater Through 5 Gate । ଆଜି ଖୋଲଛି ହୀରାକୁଦ ଜଲଭଣ୍ଡାର ର ପାଞ୍ଚଟି ଗେଟ |ପ୍ରଥମେ ପୂଜା ଧ୍ବଜା ସହ 7 ନମ୍ବର ଗେଟ ଖୋଲାଯାଇଥିଲା |ଆମ ସହିତ ରହିଛନ୍ତି ହୀରାକୁଦ ଜଳଭଣ୍ଡାର ର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ |ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବଲପୁର ପ୍ରତିନିଧି ଅଜୟ କୁମାର ନାଥ |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link