Hirakud Dam: ୨୮ ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ, ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ

Jul 26, 2024, 16:39 PM IST

ରବିବାର ୨୮ ତାରିଖ ରେ ଖୋଲିବ ହୀରାକୁଦ ଜଳଭଣ୍ଡାର ର ଗେଟ | ନିଷ୍କାସନ ହେବ ବର୍ଷ ର ପ୍ରଥମ ବନ୍ୟାଜଳ | ସେଦିନ ପୂଜାର୍ଚନା ସହ ସକାଳ ନଅ ଟା ରେ ପ୍ରଥମେ ସାତ ନମ୍ବର ଗେଟ ଦେଇ ଜଳ ନିଷ୍କାସନ କରାଯିବ | ଏ ବାବଦରେ ହୀରାକୁଦ ନଦୀବନ୍ଧ ର ମୁଖ୍ୟ ଯନ୍ତ୍ରୀ ଇଞ୍ଜିନିଅର ସୁଶୀଲ କୁମାର ବେହେରା ଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବଲପୁର ପ୍ରତିନିଧି

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link