Hirakud Dam: ଆସନ୍ତା ରବିବାର ସକାଳ ୯ଟା ରେ ହୀରାକୁଦ ଡ୍ୟାମରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ

Fri, 21 Jul 2023-1:09 pm,

Hirakud dam to release 1st floodwater of season on July 23 । ୨୩ ତାରିଖ ରବିବାର ସକାଳ 9 ଟା ରେ ହୀରାକୁଦ ନଦୀବନ୍ଧ ରୁ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ | ଏ ବାବଦରେ ଏଵେ ମହାନଦୀ କୂଳ ଅଞ୍ଚଳ ରେ ଡାକଵାଜି ଯନ୍ତ୍ର ସାହାଯ୍ୟ ରେ ଘୋଷଣା କରାଯାଉଛି |ସମସ୍ତ ଙ୍କୁ ସୂଚନା ଦିଆଯାଉଛି 23 ତାରିଖ ରେ କେହି ଵି ମହାନଦୀ ଭିତରକୁ ପ୍ରବେଶ କରନ୍ତୁ ନାହିଁ |ଧୀବର ମାନେ କିମ୍ବା ଗୃହପାଳିତ ପଶୁ ଙ୍କୁ ମଧ୍ୟ ନ ଛାଡିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି |ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଶେଲଟର ସବୁ ରେଡି ରହିଥିବା ବେଳେ ଶୁଖିଲା ଖାଦ୍ୟ ମଧ୍ୟ ରହିଥିବା ର ସୂଚନା ଦେଇଛନ୍ତି ସମ୍ବଲପୁର ଜରୁରୀକାଳୀନ ଅଧିକାରୀ |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link