Agra Accident Video:ଟ୍ରକ୍ ଘୋଷାଡ଼ି ନେଲା ୨୦ ଗାଡ଼ି, ଲୋମମୂଳ ଟାଙ୍କୁରାଇ ଦେବ ଏହି ଦୁର୍ଘଟଣା ଭିଡିଓ

Wed, 10 Jan 2024-3:52 pm,

Agra Accident Video: ଦେଖୁ ଦେଖୁ ମାଡିଗଲା ଟ୍ରକ୍ । ଏମିତି ଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି ଆଗ୍ରା- ମଥୁରା National Highway 19 ରେ । ଭିଡିଓଟି ଗତକାଲି ରାତିର ହୋଇଥିବା ବେଳେ ଏହି ଭିଡିଓ ଦେଖିଲେ ଲୋମ ମୂଳ ଟାଙ୍କୁରି ଉଠିବ । ଭିଡିଓରେ ଟ୍ରକ ଡ୍ରାଇଭରକୁ ଅଟକାଯାଉଥିବା ବେଳେ ମଦୁଆ ଡ୍ରାଇଭର ଗାଡ଼ି ଚଢାଇ ମାରିଥିଲା । ଏହି ଦୁର୍ଘଟଣାରେ ୨୦ ଟି ଗାଡ଼ି ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link