Cake Making Viral Video: କେମିତି ତିଆରି ହୁଏ କେକ୍, ଭାଇରାଲ ହେଲା ଫ୍ୟାକ୍ଟ୍ରି ଭିତରର ଭିଡିଓ

Mon, 24 Jul 2023-8:13 pm,

How cakes are made in a factory? Viral video shocks people । ଆମେ ଖାଉଥିବା କେକ୍ କେମିତି ତିଆରି ହୁଏ ଜାଣିଛନ୍ତି କି? ଯଦି ଜାଣିନାହାଁନ୍ତି ତେବେ ଏହି ଭିଡିଓ ଦେଖନ୍ତୁ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ହେଲେ କିଛି ଲୋକ କହିଛନ୍ତି ଏହି ଭିଡିଓ ଦେଖିବା ପରେ କେକ୍ ଖାଇବାକୁ ଆହୁରି ଇଚ୍ଛା ବଢୁଥିବା ବେଳେ କିଛି ଲୋକ ଏହାକୁ ଅନହାଇଜେନିକ୍ ସ୍ଥାନରେ ତିଆରି କରାଯାଉଥିବା କହି ନାକ ଟେକିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link