Video: ସେଟରେ ଏମିତି ଚାଲିଛି ରୋମାଣ୍ଟିକ୍ ସିନର ସୁଟିଂ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 20 Oct 2024-10:43 pm,

Video: ପରଦାରେ ଆପଣ ଦେଖୁଥିବା ପ୍ରତିଟି ସିନ୍ ପଛରେ ଥାଏ ଅକ୍ଳାନ୍ତ ପରିଶ୍ରମ । ଆପଣଙ୍କୁ ସହଜ ମନେ ହେଉଥିବା ଦୃଶ୍ୟ ପଛରେ ଥାଏ ଅନେକ ବ୍ୟକ୍ତିଙ୍କ ଅବଦାନ । ଏହି ଦୃଶ୍ୟରେ ଆପଣ ଦେଖିପାରୁଥିବେ ଏକ ରୋମାଣ୍ଟିକ୍ ସିନ୍ ସୁଟି ପାଇଁ କିପରି ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ସ୍ପଟ୍ ବୟ ପର୍ଯ୍ୟନ୍ତ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଏହି ଦୃଶ୍ୟଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link