Video: ସମୁଦ୍ର ଭିତରୁ ଭୂମି ପୃଷ୍ଠକୁ କିପରି ଅଣାଯାଏ ଛୋଟ ଯାହାଜ? ଦେଖନ୍ତୁ ଭିଡିଓ
ସୌଭାଗ୍ୟ ରଞ୍ଜନ ମିଶ୍ର Mon, 14 Aug 2023-4:13 pm,
Viral video: ଆଜି ଆପଣଙ୍କୁ ଦେଖାଇବୁ ଏକ ନିଆରା ଦୃଶ୍ୟ । ଯେଉଁଥିରେ ଆପଣ ଦେଖିବାକୁ ପାଇବେ ସମୁଦ୍ର ଭିତରୁ ଯାହାଜକୁ କିପରି କୂଳକୁ ଅଣାଯାଏ । ଏହି ଦୃଶ୍ୟଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।