Video: ବିଷାକ୍ତ ସାପ କାମୁଡିଲେ କେମିତି ବଞ୍ଚିବେ ? ଶୁଣନ୍ତୁ କଣ କହିଲେ ଏକ୍ସପର୍ଟ

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 23 Sep 2024-10:31 pm,

Video: ସାପ କାମୁଡାରେ ଅନେକ ଲୋକଙ୍କ ଜୀବନହାନୀ ଘଟୁଛି । ଟିକିଏ ସାବଧାନତା ଆପଣଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିବ । କୌଣସି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ନହୋଇ ତୁରନ୍ତ ହସ୍ପିଟାଲରେ ଚିକିତ୍ସା ଆରମ୍ଭ କରିବାର ଆବଶ୍ୟକତା ରହିଛି । ଶୁଣନ୍ତୁ କଣ କହୁଛନ୍ତି  ଏକ୍ସପର୍ଟ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link