Video: ଏକତା ହିଁ ବଳ, ଦେଖନ୍ତୁ ଏହି ଭିଡିଓରେ...

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 14 Sep 2023-7:04 pm,

Video: କଥାରେ ଅଛି 'ଯୋଡାକୁ ନୁହଁଇ ଘୋଡା ସରି' ଏହି ଦୃଶ୍ୟରୁ ଆମକୁ ଅନେକ କିଛି ଶିଖିବାର ଅଛି । ଅନେକ ପିମ୍ପୁଡି ଏକତ୍ର ହୋଇ ଏକ ବିସ୍କୁଟକୁ ଟେକି ନେବାରେ ସକ୍ଷମ ହୋଇପାରିଛନ୍ତି । ଏହି ଦୃଶ୍ୟଟି ସୋସିଆଲ ମିଡିଆରେ ଖୁବ ଅଧିକ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link