Video: ସ୍ତ୍ରୀର ବାରମ୍ବାର ବାରମ୍ବାର ଫୋନ୍ କଲର ଏମିତି ଉତ୍ତର ଦେଲେ ସ୍ୱାମୀ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 23 Oct 2024-10:31 pm,

Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ସ୍ତ୍ରୀ ବାରମ୍ୱାର ସ୍ୱାମୀଙ୍କୁ କଲ୍ କରିବା କାରଣରୁ ସ୍ୱାମୀ ବିରକ୍ତ ପ୍ରକାଶ କରୁଛନ୍ତି । ଏଥିସହ ଖୁବ ଭଲ ଭାବରେ ସ୍ତ୍ରୀଙ୍କୁ ଏପରି ନକରିବା ପାଇଁ ବୁଝାଇ ଦେଉଛନ୍ତି । ଏହି ଭିଡିଓଟି ଖୁବ ଲୋକପ୍ରିୟତା ହାସଲ କରିଥିବା ଦେଖିବାକୁ ମିଳିଛି । କମେଣ୍ଟ ବକ୍ସରେ ସୋସିଆଲ ମିଡିଆ ବ୍ୟବହାରକାରୀ ନିଜର ମତାମତ ଦେଇଛନ୍ତି । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link