Video: ମାଛ ଧରିବାର ନିଆରା କୌଶଳ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 20 Sep 2024-7:09 pm,

Video: ମାଛ ଖାଇବାକୁ ଯେମିତି ଭଲ ଲାଗେ ଠିକ୍ ସେମିତି କିଛି ଲୋକ ମାଛ ଧରିବାରେ ମଧ୍ୟ ଖୁସି ହୋଇଥାନ୍ତି । ମାଛ ଧରିବାର ଅନେକ କୌଶଳ ରହିଛି । ତେବେ ଆପଣ ଯେଉଁ ଭିଡିଓଟି ଦେଖୁଛନ୍ତି ତାହା ଟିକେ ଭିନ୍ନ । ଏକ ଛୋଟିଆ ଜାଲ ଏବଂ ବାଲଟି ବ୍ୟବହାର କରି ଲୋକମାନେ ମାଛ ଧରୁଛନ୍ତି । ମାଛ ଧରିବାର ଏହି କୌଶଳର ଦୃଶ୍ୟ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link