Ice History: ଅତୀତରେ ରାଜା ମହାରାଜାଙ୍କ ପାନୀୟକୁ ଥଣ୍ଡା କରିବାକୁ ବରଫ ଆସୁଥିଲା କେଉଁଠୁ?

Sat, 21 Oct 2023-1:26 pm,

ଗୋଟିଏ ସମୟ ଥିଲା ଯେତେବେଳେ ବରଫ ମିଳୁନଥିଲା । ଫ୍ରିଜ୍ ପାଇଁ ଏବେ ହାତପାହନ୍ତାରେ ବରଫ ଅଛି । କିନ୍ତୁ କେବେ ଭାବିଛନ୍ତି କି ଅତିତରେ ଭାରତରେ ଧନୀକଶ୍ରେଣୀର ବ୍ୟକ୍ତି କେମିତି ଓ କେଉଁଠାରୁ ନିଜ ବ୍ୟବହାର ପାଇଁ ବରଫ ପାଉଥିଲେ? ବରଫର ବ୍ୟବହାର ହଜାର ହଜାର ବର୍ଷ ଧରି ଖାଦ୍ୟକୁ ସଂରକ୍ଷିତ କରିବାକୁ ବ୍ୟବହୃତ ହୋଇ ଆସୁଛି । ବରଫାବୃତ ଅଂଚଳରେ ବରଫ ମିଳିବା ସହଜ କିନ୍ତୁ ଭାରତ ଭଳି ଦେଶରେ ହିମାଳୟ ପାଦଦେଶକୁ ଛାଡ଼ିଦେଲେ ଅନ୍ୟତ୍ର ବରଫ ମିଳେନାହିଁ । ଏମିତିରେ ଅତିତରେ ରାଜା ମହାରାଜା ହିମାଳୟରୁ ନିଜ ବ୍ୟବହାର ପାଇଁ ବରଫ ଆଣୁଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link