Virat Kohli Lungi Dance: ତୃତୀୟ ଦିନିକିଆରେ `ଲୁଙ୍ଗି` ଡ୍ୟାନ୍ସ ଗୀତରେ ଠୁମକା ଲଗାଇଲେ ବିରାଟ କୋହଲି, ଜିତିଲେ ଫ୍ୟାନ୍ସଙ୍କ ହୃଦୟ, ଦେଖନ୍ତୁ ଭିଡିଓ

Jagdish Barik Wed, 22 Mar 2023-3:49 pm,

Virat Kohli Lungi Dance Video: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଫିଲ୍ଡିଂ କରିବାକୁ ଯିବା ପୂର୍ବରୁ ବିରାଟ କୋହଲି ପୁଣି ଥରେ ବାଉଣ୍ଡ୍ରି ନିକଟରେ ଡ୍ୟାନ୍ସ କରି ପ୍ରଶଂସକଙ୍କ ମନୋରଞ୍ଜନ କରିଥିଲେ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡ଼ିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link