Women Masjid: ଥରକରେ ୫ଶହ ମହିଳା ପଢିବେ ନମାଜ: ପ୍ରସ୍ତୁତ ହେଉଛି ଦେଶର ପ୍ରଥମ ମହିଳା ମସଜିଦ

Tue, 18 Jul 2023-11:01 pm,

Indias first women Masjid is being built in jamshedpur । ମୁସଲମାନ ମହିଳାମାନଙ୍କ ପାଇଁ ଭାରତର ପ୍ରଥମ ମସଜିଦ ଜାମସେଦପୁର (jamshedpur) ନିକଟରେ ଥିବା କାପାଲିର ତାଜ ନାଗରରେ ନିର୍ମାଣ କରାଯାଉଛି । ଯେଉଁଠାରେ ମହିଳାମାନେ ମସଜିଦରେ ପ୍ରାର୍ଥନା (prayer) କରିପାରିବେ । ତାଜ ନଗରର ଡକ୍ଟର ନୁର ଜାମା ଗତ ଅନେକ ବର୍ଷ ଧରି ମାଡ୍ରାସରେ ରହିଆସୁଥିଲେ। ସେ ଯେଉଁଠାରେ ରହୁଥିଲେ ଦେଖିବାରୁ ପାଇଥିଲେ ଯେ, ୨୫ ରୁ ଅଧିକ ମହିଳା ଧାର୍ମିକ ଏବଂ ସାଂସାରିକ ଶିକ୍ଷା ଗ୍ରହଣ କରୁଛନ୍ତି । ବର୍ତ୍ତମାନ ଦେଶର ପ୍ରଥମ ମସଜିଦ ନିର୍ମାଣ ହେଉଥିବା ଡକ୍ଟର ନୁର ଜାମାଙ୍କ ଦ୍ୱାରା ଏକ ନୂତନ ପଦକ୍ଷେପ ନିଆଯାଇଛି, ଏହି ମସଜିଦରେ ରକ୍ଷଣାବେକ୍ଷଣ ବୁଝାସୁଝା ମଧ୍ୟ ମହିଳାଙ୍କ ଦ୍ୱାରା କରାଯିବ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link