Indigo Flight Video: ବିମାନରେ ଭାରତୀୟ ଯବାନଙ୍କୁ ସମ୍ମାନିତ କଲେ କ୍ରୁ ମେମ୍ବର, ଇଣ୍ଟରନେଟରେ ଭିଡିଓ ଭାଇରାଲ

Mon, 24 Jul 2023-1:46 pm,

Indigo Pilot Gives Shoutout To Kargil War Hero, Video Viral । ଭାରତ ନିଜର ସୈନିକମାନଙ୍କୁ ବହୁତ ଭଲ ପାଏ ଏବଂ ସେମାନଙ୍କୁ ଯୋଗ୍ୟ ସମ୍ମାନ ପ୍ରଦାନ କରେ । ସେହି ଯବାନ ମାନେ ହିଁ ସୀମା ରକ୍ଷା କରନ୍ତି ଏବଂ ନିଜ ପରିବାର କଥା ଚିନ୍ତା ନକରି ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦିଅନ୍ତି । ତେଣୁ, ଏହି ରିଅଲ୍ ଲାଇଫ୍ ହିରୋମାନଙ୍କ ପାଇଁ ଆମେ କେବଳ ସେମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇପାରିବା । ତେବେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଇଣ୍ଡିଗୋ ବିମାନରେ। କାରଗିଲ୍ ଯୁଦ୍ଧରେ ନିଜର ବଳିଦାନ ଦେଖାଇଥିବା ଯବାନଙ୍କୁ ସସମ୍ନାନେ ସମ୍ମାନିତ କରିଛି ଇଣ୍ଡିଗୋ ଏୟାର ଲାଇନ୍ସ । ଯାହାର ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link