Viral Video: ହଠାତ୍ କ୍ଲାସ୍ ମଝିରୁ ଉଠି କଲେଜର ଦ୍ୱିତୀୟ ମହଲାରୁ ଡେଇଁପଡିଲେ ଛାତ୍ରୀ, ସିସିଟିଭି ଭିଡିଓ ଭାଇରାଲ...

ପ୍ରିୟମ୍ବଦା ରଣା Sat, 28 Sep 2024-3:06 pm,

Viral Video: ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରେ ଜଣେ ପ୍ଲସ୍ ଟୁ ଛାତ୍ରୀ କଲେଜର କ୍ଲାସ ଚାଲିଥିବା ବେଳେ ଦ୍ୱିତୀୟ ମହଲାରୁ ଡେଇଁପଡିଛନ୍ତି। ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କର ଏବେ ଚିକିତ୍ସା ଚାଲିଛି। ଏହି ଘଟଣା ବିଦ୍ୟାଳୟ ପ୍ରଶାସନ ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଛାତ୍ରଙ୍କ ଏହି ଆତ୍ମହତ୍ୟା ଉଦ୍ୟମର କାରଣ ସ୍ପଷ୍ଟ ହୋଇପାରି ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link