Ira Nupur Wedding: ସାମ୍ନାକୁ ଆସିଲା ଅମୀରଙ୍କ ଲାଡ଼ଲିଙ୍କ ବିବାହର ପ୍ରଥମ ଭିଡ଼ିଓ

Payal Priyadarshini Thu, 11 Jan 2024-12:56 pm,

ହାତକୁ ଦି ହାତ ହେଲେ ଅମୀରଙ୍କ ଲାଡ଼ଲି । ଦୀର୍ଘ ଦିନର ପ୍ରେମିକ ନୁପୂର ଶିଖରଙ୍କୁ ବିବାହ କରିଛନ୍ତି ଇରା ଖାନ୍ । ଜାନୁଆରୀ ୩ରେ ଉଭୟଙ୍କ କୋର୍ଟ ମ୍ୟାରିଜ ସରିଥିଲା । ଏହାପରେ ଜାନୁଆରୀ ୧୦ ତାରିଖ ଅର୍ଥାତ୍ ବୁଧବାର ଦିନ ଉଦୟପୁରରେ ଖ୍ରୀଷ୍ଟିଆନ୍ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି ନୁପୂର ଓ ଇରା। ତେବେ ଉଭୟ ବିବାହ ନେଇ ମଣ୍ତପକୁ ଆସିବା ସମୟର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link