Video: ପାଣି ଭିତରେ ସାଇକେଲ୍ ଚଳାଇବା ସମ୍ଭବ କି ? ଦେଖନ୍ତୁ ଏହି ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 09 Sep 2023-11:06 pm,

Video: ଆପଣ ଅନେକ ପ୍ରକାରର ଷ୍ଟଣ୍ଟ ଦେଖିଥିବେ । ବିଶେଷ କରି ସାଇକେଲ ଚଳାଇବା ସହିତ କିଛି ବ୍ୟକ୍ତି ବିଭିନ୍ନ ପ୍ରକାରର ଷ୍ଟଣ୍ଟ ଦେଖାଇଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି ଯଦି କେହି ଗଭୀର ଜଳ ଭିତରେ ସାଇକେଲ୍ ଚଳାଇବେ ତେବେ କଣ ହେବ ଅବସ୍ଥା ? ଏହି ଭିଡିଓଟିକୁ ଦେଖନ୍ତୁ ଜାଣିପାରିବେ । ସୋସିଆଲ ମିଡିଆରେ ନିଆରା ଷ୍ଟଣ୍ଟର ଭିଡିଓଟି ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link