Israeli–Palestinian conflict: ଇସ୍ରାଏଲ୍ ବନାମ ପାଲେଷ୍ଟାଇନ୍, ଜାଣନ୍ତୁ କେଉଁ ଦେଶ ଅଧିକ ଶକ୍ତିଶାଳୀ...

ପ୍ରିୟମ୍ବଦା ରଣା Tue, 10 Oct 2023-12:40 pm,

Israeli–Palestinian conflict: ଇସ୍ରାଏଲ ଗ୍ଲୋବାଲ ପାୱାର ତାଲିକାରେ ଇସ୍ରାଏଲ ୧୮ ନମ୍ବରରେ ଅଛି । ଅନ୍ଯପକ୍ଷରେ ପାଲେଷ୍ଟାଇନ୍ ଏହି ତାଲିକାରେ ୧୨୨ତମ ସ୍ଥାନରେ ଅଛି । ଅର୍ଥନୈତିକ,ସାମରିକ ଓ କୂଟନୈତିକ ଶକ୍ତି ଗୋଟିଏ ଦେଶକୁ ଗ୍ଲୋବାଲ ପାୱାର କରିଥାଏ । ବିଦେଶୀ ସହାୟତା ଉପରେ ନିର୍ଭର କରୁଥିବା ପାଲେଷ୍ଟାଇନ ଏହି ମାମଲାରେ ଇସ୍ରାଏଲଠାରୁ ଢେର ପଛରେ । ଇସ୍ରାଏଲ ପଛରେ ଆମେରିକା ଭଳି ସୁପରପାୱାର ରହିଛି । ପାଲେଷ୍ଟାଇନ ପଛରେ ହାତଗଣତି ଆରବ ରାଷ୍ଟ୍ର,ଯେଉଁମାନେ ଠିକଣା ସମୟରେ ସାମ୍ନାକୁ ଆସିବେ କି ନାହିଁ ତାହ ମଧ୍ଯ ଗୋଟିଏ ବଡ଼ ପ୍ରଶ୍ନ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link